ଗୋଚର ଜମିରେ ବିଜୁଳି ଟ୍ରାନ୍ସଫର୍ମର ପ୍ରତିଷ୍ଠାକୁ ବିରୋଧ
ଆଜିର ଗୀତା ବାଣୀ
 ଆଜିର ଅନୁଚିନ୍ତା 🙏🏻♨️
 ଖବର ଆଜିର
ସକାଳର ଖବର, ୨୭-ସେପ୍ଟେମ୍ୱର-୨୦୨୨, ମଙ୍ଗଳବାର
 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ମହୀଶୂର-ପେଟା’ ବା ପଗଡ଼ି ପିନ୍ଧାଇ ସମ୍ବର୍ଦ୍ଧିତ କଲେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ବାସବରାଜ ବୋମାଇ। ମହୀଶୂର ସହରରେ ଦୁର୍ଗାପୂଜା ଉଦଘାଟନ ପାଇଁ ଅତିଥି ହୋଇଥିଲେ ରାଷ୍ଟ୍ରପତି। ଏହି ଅବସରରେ ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ଯମନ୍ତ୍ରୀ
ଶାସକ ବିଜେଡି ଆସନ୍ତା ଅକ୍ଟୋବର୨ ‘ଗାନ୍ଧି ଜୟନ୍ତୀ’ରୁ ଏକମାସ ଧରି ରାଜ୍ୟବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ କରିବ