ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ମହୀଶୂର-ପେଟା’ ବା ପଗଡ଼ି ପିନ୍ଧାଇ ସମ୍ବର୍ଦ୍ଧିତ କଲେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ବାସବରାଜ ବୋମାଇ। ମହୀଶୂର ସହରରେ ଦୁର୍ଗାପୂଜା ଉଦଘାଟନ ପାଇଁ ଅତିଥି ହୋଇଥିଲେ ରାଷ୍ଟ୍ରପତି। ଏହି ଅବସରରେ ତାଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ମୁଖ୍ଯମନ୍ତ୍ରୀ



Post a Comment

0 Comments