ଦଶପଲ୍ଲା ଏନଏସି ଅନ୍ତର୍ଗତ ତ୍ରିନାଥ ବଜାର ଠାରୁ ମୋବାଇଲ ଲୁଟ୍ ଅଭିଯୋଗରେ ଦଶପଲ୍ଲା ପୋଲିସ ରବିବାର ବାର ଦିନ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l ଗିରଫ୍ ଦୁଇ ଜଣ ହେଲେ ମହାନ୍ତି ସାହି ଦଶପଲ୍ଲାର ପୂର୍ଣ୍ଣ ଚନ୍ଦ୍ର ରାଉଳ ଙ୍କ ପୁତ୍ର ମହାବୀର ପ୍ରସାଦ ରାଉଳ ଓରଫ୍ ଗୁଗୁଲ (୨୨ ବର୍ଷ ) ଓ ଦଶପଲ୍ଲା ଉତ୍ତର କବାଟ ସାହିର ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପୁତ୍ର ସନ୍ତୋଷ କୁମାର ବେହେରା (୨୯ ବର୍ଷ) ବୋଲି ଦଶପଲ୍ଲା ଥାନାଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି l
0 Comments