🙏🌹🍁ଆଜିର ଗୀତା ବାଣୀ 🍁🌹🙏
➖➖➖➖➖➖➖➖➖➖➖➖
🕉️ ଶ୍ରୀକୃଷ୍ଣ ଏଠାରେ ଶରୀରକୁ ଗୋଟିଏ ନବ ଦ୍ୱାର ବିଶିଷ୍ଟ ନଗର ସହିତ ତୁଳନା କରିଛନ୍ତି । ଆତ୍ମା ଏହି ନଗରର ରାଜା ସ୍ୱରୂପ ଅଟେ,ଯାହାର ପ୍ରଶାସନ ଅହଂକାର,ବୁଦ୍ଧି,ମନ,ଇନ୍ଦ୍ରିୟ ଓ ପ୍ରାଣ ଆଦି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୁଏ।
🕉️ ଯୋଗୀମାନେ ନିଜକୁ ଶରୀର ମନେ କରନ୍ତି ନାହିଁ କିମ୍ବା ନିଜକୁ ସେ ଶରୀରର ସ୍ୱାମୀ ମନେ କରନ୍ତି ନାହିଁ;ବରଂ ସେମାନେ ସେହିି ଶରୀରକୁ ଏବଂ ତା’ ଦ୍ୱାରା କରାଯାଉଥିବା କର୍ମକୁ ଭଗବାନଙ୍କର ମନେକରି ଥାଆନ୍ତି।
🕉️ ଶରୀରରେ ନଅଟି ଦ୍ୱାର ରହିଛି- ଦୁଇ ଆଖି,ଗୋଟିଏ ମୁହଁ,ଦୁଇ ନାସିକା,ଦୁଇ କାନ,ମଳଦ୍ୱାର ଓ ଯୌନାଙ୍ଗ । ଭୌତିକ ଚେତନାଯୁକ୍ତ ହୋଇ ଶରୀର ମଧ୍ୟରେ ବାସ କରୁଥିବା ଆତ୍ମା ନିଜକୁ ଏହି ନବଦ୍ୱାର ବିଶିଷ୍ଟ ନଗର ଭାବିନିଏ।
. ଆପଣଙ୍କ ଜୀବନ ମଙ୍ଗଳମୟ ହେଉ
. 🙏🙏🙏ଜୟ ମା ଦୁର୍ଗା 🙏🙏🙏
0 Comments