ନୂଆଗାଁ ବ୍ଲକର ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ମହିପୁର ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଏହି ବିଦ୍ୟାଳୟର ପ୍ରିନ୍ସପାଲ ଭାବେ ଯୋଗଦେଲେ ନିରଞ୍ଜନ ଦାସ । ସେ ଉଭୟ ଜନଶକ୍ତି ହାଇସ୍କୁଲ ଚାହାଳିର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ନୂତନ ଭାବରେ ଅରମ୍ଭ ହେବାକୁ ଥିବା ମହିପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସପାଲ ଭାବରେ କାମକରିବେ ।
ସେ ଦେଇଥିବା ସୂଚନା ଅନୁସାରେ ଚଳିତ ବର୍ଷର +୨ କଳାପାଇଁ ଛାତ୍ର ଛାତ୍ରୀ ନାମ ଲେଖାଇ ପାରିବେ । ବିଦ୍ୟାଳୟର ସମୁଦାଯ ୧୨୮ ଜଣ ଛାତ୍ର ଛାତ୍ରୀ ପାଇଁ ସିଟ ରହିଥିବାର ସୂଚନା ଦେଇଛନ୍ତି ଅଧକ୍ଷ ।
0 Comments