ଆଜିର ଅନୁଚିନ୍ତା 🙏🏻♨️
🏪ତାରିଖ : ୨୭.୦୯.୨୦୨୨ ମଙ୍ଗଳବାର
⚜⚜⚜⚜⚜⚜⚜⚜⚜⚜⚜
📝 ପାଇବାର ଇଚ୍ଛା ରହିଥାଏ ଯଦି
ଦେବାକୁ ଲୟ ରଖିବ,
ଦେଇଥିଲେ ପାଇ ନଦେଲେ ନପାଇ
ସବୁତ ନିରବି ଯିବ ।
📝 ସମ୍ମାନ ଯଦି କରୁଛ ତା'ହେଲେ ଗୁଣ ଦେଖି କର,,,,,
ଧନ ସମ୍ପତ୍ତି ଦେଖି ନୁହେଁ ।
📝 ଜିତିବାର ମଜା ସେତେବେଳେ ଆସେ ଯେତେବେଳେ ସଭିଏଁ ଆପଣଙ୍କ ହାରିବାର ଅପେକ୍ଷା କରିଥାନ୍ତି ।
📝 କିଛି ସୁଖର Add.କିଛି ଦୁଃଖର Subtraction କିଛି ହସର Multiplication ତ କିଛି ଲୁହର Division,,,,
ଏଇ ବୋଧେ ଜୀବନର ଏକ ଅସମ୍ପୂର୍ଣ୍ଣ Equation ।
✳ଶୁଭ ସକାଳ✳
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ
0 Comments