ପଦ୍ମପୁର_ଉପନିର୍ବାଚନ
ପେସାଦାର ଲୁଟେରା କୁ ଗିରଫ କରିଛି ପୋଲିସ
ପଦ୍ମପୁରରେ ରେକର୍ଡ ମତଦାନ ନେଇ ସୂଚନା । ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ସୂଚନା । ଏବେ ବି ଆଉ ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ସୂଚନା । ସୂଚନା ଦେଲେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ.
ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ  ନୟାଗଡ଼ କପ୍-୨୦୨୨ ପ୍ରଥମ ସେମିଫାଇନାଲ  ପୋଷ୍ଟାଲ ଓଡ଼ିଶାକୁ ହରାଇ ଫାଇନାଲରେ ପ୍ରବେଶ କଲା ଏସ.ବି ଇଲେଭେନ୍
ମୀନକେତନ ମେମୋରିଆଲ ସଂକୃତ ମହାବିଦ୍ୟାଳୟ ମଧ୍ୟରେ ସଂକୃତ ଶିବିର  ଉଦ୍ଯାପିତ
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ 78ଲିଟର ଦେଶିମଦଜବତ ଶହ 3ଗିରଫ
ବ୍ୟାଙ୍କ ଅଧିକାରୀଙ୍କ ଅତ୍ମହତ୍ୟା ଘଟଣା: ନ୍ୟୁଡ କଲ ହେଲା କାଳ