ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଅଞ୍ଚଳରେ ଅବକାରୀବିଭାଗ ପକ୍ଷରୁ ଚଢ଼ାଉରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ 78ଲିଟର ଦେଶିମଦ ଜବତ ଶହ ତିନି ଗିରଫ
ଜିଲ୍ଲା ପାଳ ଓ ଅlରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କର୍ମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଗିରଫ ମାନେ ହେଲେ,
ଚନ୍ଦ୍ରପୁର ର-ଉଗ୍ରସନ ରାଉତ 30ଲିଟର
ଯୋରନ୍ଦା -ପୁଷ୍ପଲତା ସାହୁ 28
ପ୍ରକାଶ -ନାୟକ -20ଲିଟର
ଅବକାରୀ ବିଭାଗ ପକ୍ଷରୁ ସୂଚନା
0 Comments