Home
About
Contact
Home
ମୁଖ୍ୟ ଖବର
ରାଜନୀତି
ମନୋରଞ୍ଜନ
ଭାଇରାଲ୍
ଅପରାଧ
ଜାତୀୟ
ଖେଳ
ସ୍ୱାସ୍ଥ୍ୟ
ଓଡ଼ିଶା
କରୋନା
ଅନ୍ତର୍ଜାତୀୟ
ଖବର ଏବେ ଏବେ
Home
ମୁଖ୍ୟ ଖବର
ରାଜନୀତି
ମନୋରଞ୍ଜନ
ଭାଇରାଲ୍
ଅପରାଧ
ଜାତୀୟ
ଖେଳ
ସ୍ୱାସ୍ଥ୍ୟ
ଓଡ଼ିଶା
କରୋନା
ଅନ୍ତର୍ଜାତୀୟ
ଖବର ଏବେ ଏବେ
Home
ଓଡ଼ିଶା
ଫୁଲବାଣୀ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ର ଡଡକି ହାଇସ୍କୁଲ ଠାରେ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ଫୁଲବାଣୀ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ର ଡଡକି ହାଇସ୍କୁଲ ଠାରେ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
Pratikhya
February 14, 2023
ଫୁଲବାଣୀ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଫୁଲବାଣୀ ର ଡଡକି ହାଇସ୍କୁଲ ଠାରେ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ଅନୁଶିଳା ରୟ ଯୋଗ ଦେଇଥିଲେ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ପିଲା ମାନଙ୍କୁ ସଚେତନ କରାଯାଇଥିଲା କିପରି ଭାବେ ସେମାନେ ଲୋକ ମାନଙ୍କୁ ସଚେତନ କରାଇ ବେ ଏବଂ ନିଜେ ସଚେତନ ହୋଇ ରାସ୍ତା ରେ ଯାତାୟାତ କରିବେ ସେ ବିଷୟରେ ବୁଝାଇ ଥିଲେ ଏବଂ ଆଇନ ଉଲଘଂନ କଲେ କ'ଣ ସବୁ ଦଣ୍ଡ ବିଧାନ ଅଛି ଏ ବିଷୟରେ ସଚେତନ କରାଇ ଥିଲେ ଶେଷରେ ବିଦ୍ୟାଳୟ ର ଛାତ୍ରୀ ସୁଭ ଦର୍ଶୀନି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ
Post a Comment
0 Comments
Download App
Contact Form
Name
Email
*
Message
*
Search This Pratikhya
Category
ଅନ୍ତର୍ଜାତୀୟ
46
ଅପରାଧ
32
ଓଡ଼ିଶା
1021
କରୋନା
9
ଖବର
7
ଖବର ଏବେ
43
ଖେଳ
19
ଜାତୀୟ
3
ଦୃଘଟଣା
6
ଭାଇରାଲ୍
3
ମନୋରଞ୍ଜନ
9
ମୁଖ୍ୟ ଖବର
17
ରାଜନୀତି
12
ଶିକ୍ଷା
3
ସ୍ୱାସ୍ଥ୍ୟ
15
ହାଇଲାଇଟ୍ ସମ୍ବାଦ
10
Social Plugin
ନୂଆଗାଁ ପଞ୍ଚୁ ପାଣ୍ଡଵ ମହୋତ୍ସବ 2023 ଲଟେରୀ ବିଜେତା
February 06, 2023
ଦଶପଲ୍ଲା ପେଟ୍ରୋଲ ଟାଙ୍କି ନିକଟରେ ଦୃଘଟଣା, ଜଣେ ମୃତ
February 27, 2023
ଦୁଇ ମୋବାଇଲ ଚୋରଙ୍କୁ ଗିରଫ୍ କଲା ଦଶପଲ୍ଲା ପୋଲିସ
April 16, 2023
ନୂଆଗାଁ ପୋଷ୍ଟ ଅଫିସ ସମୁଖରେ ଦୃଘଟଣା
January 10, 2023
0 Comments