ନୂଆଗାଁ ବ୍ଲକ ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଛି। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଯାହାକୁ ଅପେକ୍ଷା କରିଥିଲେ, ତାହା ଆସି ଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ଅପରାହ୍ଣରେ ପ୍ରକାଶ ପାଇଛି। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ନୂଆଗାଁ ବ୍ଲକ ର ୪ ଗୋଟି ଅନୁଷ୍ଠାନ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଚଳିତ ବର୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ନୂଆଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ୧୯୬ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୫୩ ,ଦିତୀୟ ସ୍ଥାନରେ ୨୮ ,ତୃତୀୟ ସ୍ଥାନରେ ୯୨ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଥିବା ବେଳେ ୨୩ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।
ପ୍ରଥମ ସ୍ଥାନରେ ଶୁଭଶ୍ରୀ ପଢିଆରୀ ୫୨୩ ରଖି କଲେଗ ଟପର ହୋଇ ଅଛନ୍ତି ।
ସେହିପରି ଦଧିବାମନଜୀଉ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ବହାଡଝୋଲା ୧୪୧ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୨୨ ,ଦିତୀୟ ସ୍ଥାନରେ ୧୫ ,ତୃତୀୟ ସ୍ଥାନରେ ୬୩ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଥିବା ବେଳେ ୪୧ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି।
ପ୍ରଥମ ସ୍ଥାନରେ ରାଜେନ୍ଦ୍ର କୁମାର ସାହୁ ୫୧୬ ରଖି କଲେଗ ଟପର ହୋଇ ଅଛନ୍ତି ।
ଗତିସ୍ଵାର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ମଳିଶହୀ ଉଭୟ କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । କାଳରେ ୨୪୨ ଓ ବିଜ୍ଞାନରେ ୮୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । କଳା ରେ ପ୍ରଥମ ସ୍ଥାନରେ ୩୫ ,ଦିତୀୟ ସ୍ଥାନରେ ୪୭ ,ତୃତୀୟ ସ୍ଥାନରେ ୧୦୫ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଥିବା ବେଳେ୫୫ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।ଅନୁପସ୍ଥିତ ୦୬ ରହିଥିଲେ ।
ପ୍ରଥମ ସ୍ଥାନରେ ସୁଧୀର ପ୍ରଧାନ ୫୧୧ ରଖି କଲେଗ ଟପର ହୋଇଛନ୍ତି ।
ସମୁଦାୟ ପାସ ହାର ୭୭.୩ % ହୋଇଅଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ୪୬ ,ଦିତୀୟ ସ୍ଥାନରେ ୨୬ ,ତୃତୀୟ ସ୍ଥାନରେ ୦୬ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଥିବା ବେଳେ ୦୬ ଛାତ୍ର ଛାତ୍ରୀ ଫେଲ ହୋଇଛନ୍ତି ।ସମୁଦାୟ ପାସ ହାର ୯୨.୮ % ହୋଇଅଛି ।
ପ୍ରଥମ ସ୍ଥାନରେ ଶୁଭ ପ୍ରସାଦ ସାହୁ ୪୯୯ ରଖି କଲେଗ ଟପର ହୋଇଛନ୍ତି ।
ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ମହିପୁର ଚଳିତ ବର୍ଷ ବିଦ୍ୟାଳୟର ନୂଆକରି ସେଣ୍ଟର ହୋଇଥିଲା । ଉକ୍ତ ପରୀକ୍ଷାରେ ସମୁଦାୟ ୧୧୮ ଛାତ୍ର ଛାତ୍ରୀ ପରୀକ୍ଷା ପାଇଁ ନାମପାଞ୍ଜିକାରଣ କରିଥିଲେ ସେଠୀ ମଧ୍ୟଋ ୨ ଜଣ ଅନୁପସ୍ଥିତ ଥିବା ବେଳେ । ପରୀକ୍ଷା ଫଳାଫଳ ଅନୁଯାଇ ପ୍ରଥମ ସ୍ଥାନରେ ୦୭ ,ଦିତୀୟ ସ୍ଥାନରେ ୦୭ ,ତୃତୀୟ ସ୍ଥାନରେ ୫୭ ଟି ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇ ଅଛନ୍ତି । ୧୧୮ ଋ ୭୧ ଜଣ ପାସ ହୋଇଥିବା ବେଳେ ୪୫ ଜଣ ଫେଲ ହୋଇଅଛନ୍ତି ।
ନୀତିପ୍ରଜ୍ଞା ତ୍ରିପାଠୀ ୪୭୧ ରଖି ବିଦ୍ୟାଳୟ ଟପର ହୋଇଥିବାର ସୂଚନା ମିଳିଛି ।
0 Comments