ରାଜଧାନୀ ଭୁବନେଶ୍ବରର ସବୁ ଛକରେ ପ୍ରୟୋଗ ହେବ ଷ୍ଟୋନ୍ ମାଟ୍ରିକ୍ସ ଆସ୍ପାଲ୍ଟ ବା SMA ଟେକ୍ନୋଲୋଜି



▪️ ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଆରମ୍ଭ କରାଯାଇଛି ଏହି ପଦ୍ଧତି। 

▪️ପରେ ପରେ ସହରର ପ୍ରମୁଖ ୧୦ଟି ଛକର ରାସ୍ତାରେ କରାଯିବ ଏଭଳି ଧରଣର ସ୍ବତନ୍ତ୍ର କୋଟିଂ।

▪️ ଯାହାଫଳରେ ରାସ୍ତାର ଅଧିକ ମରାମତି ଆଉ ଦରକାର ପଡିବନି, ଖାଲଖମା କମିବ, ଦୁର୍ଘଟଣା ବି କମିବ।

▪️ ଏହି ଟେକନିକରେ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

Post a Comment

0 Comments