କୋରଡ଼ା ଗଡ଼ରେ ଉନବିଂଶତାଂମ ବିଶ୍ଵଶାସନ୍ତି ମହାଯଜ୍ଞ ଆରମ୍ଭ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ପଂଚାୟତ ମଧ୍ୟରେ ଐତିହାସିକ କୋରଡ଼ା ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛ  । ସୂଚନା ଥାଉକି ଏହି ବିଶ୍ଵଶାନ୍ତି ଯଜ୍ଞ ଆବାହନ କାଳରୁ କୋରଡ଼ା ଗଡରେ ବିଶ୍ବ କଲ୍ୟାଣ ଉଦେୟରେ କରାଜୁଆଛି । ପ୍ରଥମ ଦିବସ ୭ ତାରିଖରେ ଅଙ୍କୁରାରୋପଣ କରାଜିଅଛି । ଆଜି କଳସୀ ସ୍ଥାପନ ନିମନ୍ତେ କଳସୀ ଯାତ୍ରା ହୋଇଥିଲା । ଗ୍ରାମର ଆବାଳ ବୃଦ୍ଧାବନିତା ଶିଖର ଗୋଛା ନଦୀ ନିକଟରୁ ପୂଜା ଅର୍ଚନା କରି କଳସୀ ଯାତ୍ରା ଆରମ୍ଭ ହୋଇଥିଲା । ବିରାଟ ପଟୁଆର ବହରିଥିଲା । ମୃଦଙ୍ଗ,ଢୋଲ  ବାଦ୍ୟ ଶବ୍ଦରେ କମପିଥିଲା ଅଞ୍ଚଳ । ସମସ୍ତେ ଅକତ୍ରିତ ହୋଇ ହରିବୋଲ ହୁଲହୁଳିରେ ମୁଣ୍ଡରେ କଳସୀ ଧରି ଯଜ୍ଞ  ପୀଠରେ ସମସ୍ତ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ । ଏହି ଯାଜ୍ଞ ୭ ତାରିଖରୁ ଆରମ୍ଭ ହୋଇ ଚଳିତ ମାସ ୧୨ ତାରିଖରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ହେବା ପାଇଁ ନିଷ୍ପତି ହୋଇଛି.

Post a Comment

0 Comments