▪️ କଲେଜ କର୍ତ୍ତୃପକ୍ଷ ଝିଅକୁ ମାଡ ମାରିଥିବା ନେଇ ଝିଅର ବାପା ଅଭିଯୋଗ କରିଛନ୍ତି।
▪️ ମୃତ ଛାତ୍ରୀଙ୍କ ଘର ରାସୋଳ ଅଞ୍ଚଳରେ ବୋଲି ଜଣା ପଡିଛି।
▪️ଏକ ବାହାଘରରେ ଯୋଗ ଦେବା ପାଇଁ ଛାତ୍ରୀ ଜଣଙ୍କ ଗାଁକୁ ଯାଇଥିଲେ।
*ଗୁରୁବାର ଦିନ ତାଙ୍କ ବାପା ତାଙ୍କୁ ଆଣି କଲେଜ ହଷ୍ଟେଲରେ ଛାଡିଥିଲେ । ୮ ତାରିଖ ଦିନ ପରୀକ୍ଷା ଥିବା କାରଣରୁ ଆଜି ଘରୁ ଆସିଥିଲେ। ଘରେ ରାତିରେ ଖୁସି ଥିବା ଝିଅ ସୁଇସାଇଡ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଦୋଷ ଲଦିଛନ୍ତି ବାପା।*
0 Comments