ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବା ୪ଗୋଟିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ଚଳିତ ବର୍ଷର +୨ ପରୀକ୍ଷା ଦେଇ ଅଛନ୍ତି. ମିଳିଥିବା ସୂଚନା ମୁତାବକ
୧-ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୯୬ ଛାତ୍ର ଛାତ୍ରୀ ମଧ୍ୟରୁ ୧୯୫ ପରୀକ୍ଷାର୍ଥୀ ଉପସ୍ଥିତ ଥୁବା ବେଳେ ୧ଅନୁପଷ୍ଠିତ ରହିଥିଲେ.
୨-ମହୀପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ -୧୧୭ଛାତ୍ର ଛାତ୍ରୀ ମଧ୍ୟରୁ ୧୧୫ ପରୀକ୍ଷାର୍ଥୀ ଉପସ୍ଥିତ ଥୁବା ବେଳେ ୨ଅନୁପଷ୍ଠିତ ରହିଥିଲେ.
୩-ଗତିଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଳିସାହି କାଳରେ -୨୪୮ ଛାତ୍ର ଛାତ୍ରୀ ମଧ୍ୟରୁ ୨୪୨ପରୀକ୍ଷାର୍ଥୀ ଉପସ୍ଥିତ ଥୁବା ବେଳେ ୬ଅନୁପଷ୍ଠିତ ରହିଥିଲେ.
ବିଜ୍ଞାନ ରେ -୭୧ଛାତ୍ର ଛାତ୍ରୀ ମଧ୍ୟରୁ ୭୦ ପରୀକ୍ଷାର୍ଥୀ ଉପସ୍ଥିତ ଥୁବା ବେଳେ ୧ ଅନୁପଷ୍ଠିତ ରହିଥିଲେ.
୪-ଦଧିବାମନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାହାଡ଼ ଝୋଲା ୧୫୪ଛାତ୍ର ଛାତ୍ରୀ ମଧ୍ୟରୁ ୧୪୩ ପରୀକ୍ଷାର୍ଥୀ ଉପସ୍ଥିତ ଥୁବା ବେଳେ ୨ ଅନୁପଷ୍ଠିତ ରହିଥିଲେ.
ସମୁଦାୟ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ।
0 Comments