ନୂଆଗାଁ ବ୍ଲକ ସ୍ତରୀୟ ନିପୁଣ ମେଳା

 



ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅନୁକୂଳୟରେ ଆଜି ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ମଣ୍ଡଳସ୍ତରୀୟ ନିପୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ ମେଳରେ ଭିନ୍ନ ବିଦ୍ୟାଳୟଋ ଟିଏଲଏମ ଷ୍ଟଲ ପ୍ରଦର୍ଶିତ ହୋଇଥିଲା ଛାତ୍ର ଛାତ୍ରୀଙ୍କ ପାଇଁ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ କୁ ଦୃଢିଭୂତ କରିବା ଦିଗରେ ଟିଏଲଏମ  ଗୁଡିକ କେତେ କାର୍ଯ୍ୟ କାରୀ ହୋଇପାରୁଛି ସେ ବିଷୟରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ବୁଝାଉଥିଲେ ଏ ଦିଗରେ ପିତା ମାତା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଅତ୍ୟନ୍ତ ଉଚ୍ଚକୋଟିର ଥିଲା


ଅଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ,ସନ୍ନମାନ ତ ଅତିଥିଭାବେ ଏବିଓ ଜ୍ୟୋଛନାରାଣୀ  ସେଠୀ ,କବିତା ଦାସ ସମେତ  ନୂଆଗାଁ କ୍ଲଷ୍ଟର ସିଆରସିସି କୈଲାଶ ଚନ୍ଦ୍ର ନାୟକ ସମେତ ସମସ୍ତ କ୍ଲଷ୍ଟର  ସିଆରସିସି,ପିଆରଆଈ ସଭ୍ଯ  ଉପସ୍ଥିତ ରହିଥିଲେ ଉଦଜାପାନୀ ସଭାରେ ନୂଆଗାଁ ପଂଚାୟତ ସମିନୀ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ନୂଆଗାଁ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ଶାସମଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ

Post a Comment

0 Comments