ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କୀଡା ବିତରଣ ଉତ୍ସବ।




ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମାଇଛେଳି ଗ୍ରାମପଞ୍ଚାୟତ ଗୋହିରିବାଦୁ ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ସୁଚନା ମୁତାବକ ଆଜି ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶାନ୍ତ କୁମାର ସାର ଙ୍କ ପୈରୋହିତରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଦୀ ନାୟକ ମୁଖ୍ୟ ଅତିଥି ଭାବେ ଜୋଗ ଦେଇଥିବା ବେଳୋ ସମ୍ମାନୀତ ଅତିଥି ଭାବରେ ମାଇଛେଳି ପଞ୍ଚାୟତ ର ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ , ଯୋଗ ଦେଇଥିଲେ. ବିଶିଷ୍ଟ ଅତିଥି ଭାବରେ ବିଦ୍ୟାଳୟର  ସଭାପତି ପ୍ରମୋଦ କୁମାର ନାୟକ ,ସମାଜ ସେବି ଦାଶରଥି ପ୍ରଧାନ , ଚନ୍ଦ୍ରମଣି ବେହେରା , କାସିନାଥ ନାୟକ , ପୁର୍ବତନ ପ୍ରଧାନ ଶିକ୍ଷକ ଭରତ ଚନ୍ଦ ପ୍ରଧାନ ,ପ୍ରଭାତ ଚନ୍ଦ୍ର ଘଡେଇ ଯୋଗଦାନ କରିଥିଲେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଭଲ ପାଠ ପଢ଼ିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଖେଳ କୁଦରେ ନିପୁଣ ରହି ଉତ୍ତମ ପଦଶ୍ରନ କରି ପାରିଲେ ନିଶ୍ଚିତ ଭାବେ ଭବିଷ୍ୟତ ରେ ଜଣେ ଜଣେ ଭଲ ମଣିଷ ସୋଇପାରିବେ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଅଂଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ବିଦ୍ୟାଳୟର ସେଷ୍ଟ ଶିକ୍ଷକ ଭାବରେ ପ୍ରଧାନ ଶିକ୍ଷକ ସୁଶାନ୍ତ ସାରେ ଙ୍କୁ ମାଇଛେଳି ଗ୍ରାମର ସମାଜ ସେବା ଚନ୍ଦ୍ରମଣି ବେହେରା ପୁରସ୍କାର ଦେବା ସହିତ ଉଚ୍ଚାହିତ କରିଥିଲେ। ସହକାରୀ ଶିକ୍ଷକ ସୁଧିର କୁମାର ମହଲା ବ୍ରାଷିକ ବିବରଣୀ ପାଠ କରିବା ସମୟରେ। ପ୍ରଧାନ ଶିକ୍ଷକ ସୁଶାନ୍ତ ସାରେ ଅତିଥି ପରିଚୟ ପ୍ରଦାନ କରିଥିଲେ।



Post a Comment

0 Comments