ଲଟେରୀ ଫଳାଫଳ

 


ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚୁପାଣ୍ଡଵମହୋତ୍ସଵରେ ହୋଇଥିଲା ଲଟେରୀ ଫଳା ଫଳ.ଲଟେରୀ ଫଳାଫଳ

 


ପ୍ରଥମ ପ୍ରାଇଜ଼ ହେରୋହୋଣ୍ଡା ସ୍ପେନ୍ଦର ବିଜେତା ଲଟେରୀ ନଂ ୪୨୭୭ ପ୍ରଧାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଲିଆପଦର (ଗତେରୀ ),


ଦ୍ୱିତୀୟ ପ୍ରାଇଜ ଏସି ବିଜେତା ଲଟେରୀ ନଂ ୨୦୪୮ ସସ୍ମିତା ସାହୁ,

ତୃତୀୟ ପ୍ରାଇଜ ଓପୋ ମୋବାଇଲେ ଲଟେରୀ ନଂ ୯୩୧୭ ବିଜେତା ବେଣୁଧର ପ୍ରଧାନ ଦାନ୍ତୁରା, ଗୁମି. ଘୋଷଣା ହୋଇଥିଲା.

Post a Comment

0 Comments