ଦଶପଲ୍ଲା ଡ୍ରାଇଭର ମହାସଂଘର ଆନ୍ଦୋଳନ

 


ଦଶପଲ୍ଲା

କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ଯାହାର ଓ ରାଜ୍ଯ ସରକାରଙ୍କୁ ଦୀର୍ଘ ଦିନ ଧରି ଦେଇଥିବା ଦାବୀ ପୂରଣ ପାଇଁ ରାଜ୍ଯ ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଦଶପଲ୍ଲା ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡି ଶନିବାର ଦିନ

ଯୋରଦାର ଆନ୍ଦୋଳନ କରିଥିଲେ। ଶହ-ଶହ ଡ୍ରାଇଭର ଦିନତମାମ   ୫୭ନଂ ଜାତୀୟ ରାଜପଥର ତ୍ରିନାଥ ବଜାର ଠାରେ ଧାରଣାରେ ବସି ରହିଥିଲେ। ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

Post a Comment

0 Comments