ଦଶପଲ୍ଲା କୁ ୪ ଟି ଟ୍ରେନ ,ଯୋଡିହେଲା ଭଦ୍ରକ ମେମୋ ସ୍ପେଶାଲ ଟ୍ରେନ

 


୧)ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନଂ ୦୮୪୩୦ ଦଶପଲ୍ଲା ରୁ ସକାଳ ୬:୩୦ରୁ ବାହାରିବ। ନୂଆଗାଁରେ ୬:୪୪ ରେ ପହଞ୍ଚି ୬:୪୫ ରେ ଛାଡିବ। ଏହା ପର ଷ୍ଟେସନ ଗୁଡିକରେ ପୂର୍ବ ନିର୍ଦ୍ଧାରିତ ସମୟରେ ପହଞ୍ଚିବ ଏବଂ ଛାଡ଼ିବ ।

 

୨ )ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ନଂ ୦୮୪୨୯ ପୁରୀରୁ ସନ୍ଧ୍ୟା ୬:୦୦ରେ ବାହାରି ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଦଶପଲ୍ଲାରେ ରାତ୍ରି ୧୦:୧୫ରେ ପହଞ୍ଚିବ।

୩ )ଦଶପଲ୍ଲାରୁ ଭୁବନେଶ୍ୱର ଯିବାକୁ ଥିବା ଟ୍ରେନ ନଂ ୧୮୪୨୪ ଦଶପଲ୍ଲାରୁ ସକାଳ ୬:୧୫ରେ ଛାଡ଼ିବ। ଏହା ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ ଅନୁସାରେ ଗତି କରି ଭୁବନେଶ୍ୱରରେ ସକାଳ ୯:୦୦ରେ ପହଞ୍ଚିବ।

ସେହିପରି ଏହି ଟ୍ରେନ ନଂ ୧୮୪୨୫ ଭୁବନେଶ୍ୱରରୁ ସନ୍ଧ୍ୟା ୬:୪୦ ରେ ବାହାରି ଦଶପଲ୍ଲାରେ ରାତ୍ର ୯:୪୫ରେ ପହଞ୍ଚିବ। ଅନ୍ୟ ଏକ ଟ୍ରେନ ନଂ ୦୮୪୨୯ ଭୁବନେଶ୍ୱରରୁ ସକାଳ ୯:୪୦ରେ ବାହାରି ଦଶପଲ୍ଲାରେ ମଧ୍ୟାହ୍ନ ୧୨:୫୦ରେ ପହଞ୍ଚିବ। ପୁନଶ୍ଚ ଏହି ଟ୍ରେନ ନଂ ୦୮୪୩୦ ଅପରାହ୍ନ ୪:୦୦ରେ ବାହାରି ଭୁବନେଶ୍ୱରରେ ସନ୍ଧ୍ୟା ୬:୦୦ରେ ପହଞ୍ଚିବ।

୪ )ଭଦ୍ରକ ସ୍ପେଶାଲ ମେମୋଟ୍ରେନ ନଂ୦୮୫୫୫ (୬୮୪୪୩ ) ଭଦ୍ରକ ୫ :୪୫ ବାହାରି ଦଶପଲ୍ଲା ୧୨ :୩୦ ପହଞ୍ଚିବ ,

ସେହିପରି ୧୬ :୧୫ ଦଶପଲ୍ଲା ରୁ ବାହାରି ରାତି ୨୨ :୪୫ ରେ ଭଦ୍ରକ ରେ ପହଞ୍ଚିବ



Post a Comment

0 Comments