ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପରିଶର ରୁ ଆଜି ଶ୍ରୀମନ୍ଦିର ପରିକ୍ରମା ରଥ ଶୁଭାରମ୍ଭ ହୋଇଅଛି. ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ଅନୁଷ୍ଠାନିକ ଭାବରେ ପତାକା ଦେଖାଇ ରଥ କୁ ଉଦ୍ଘାଟନ କରିଛନ୍ତି. 22ଗୋଟି ପଞ୍ଚାୟତ ମଧ୍ୟରେ ଏହି ଚାରୀଟି ରଥ ବ୍ରମାଣ କରିବ. ଚଳିତ ମାସ 6ତାରିଖରୁ ଆରମ୍ଭ ହୋଇ 15 ତାରିଖ ପଯ୍ୟନ୍ତ ଏହି ରଥ ଗ୍ରାମ ଗ୍ରାମ ଭ୍ରମଣ କରିବ. ଗ୍ରାମବାସୀ ନାମ ସଂକୀର୍ତନ ମାଧ୍ୟମରେ ସ୍ୱାଗତ କରିବା ସହିତ ଚାଉଳ ଗୁଆ ଦେବେ ଯାହାକି 17ତାରିକରେ ହେବାକୁ ଥିବା ଶ୍ରୀ ମନ୍ଦିର କାର୍ଯ୍ୟକ୍ରମ ଦିଆଯିବ.ଉକ୍ତ କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ବିଡିଓ ବାସୁଦେବ ନାୟକ ସମେତ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ରାଜଲହିଥିଲେ.ଆଜି ମାଳିସାହି, ଢ଼େକେଣା, ଖଣ୍ଡୁଗାଁ, ଚାହାଳି ପଞ୍ଚାୟତ ମଧ୍ୟରେ ଏହି ରଥ ଭ୍ରମଣ କରିବ.
0 Comments