ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସ୍ତରୀୟ ନୂଆ -ଓ ଆନୁକୁଲ୍ଯରେ ବ୍ଲକ ସ୍ତରୀୟ କ୍ରିଡା ପ୍ରତିଯୋଗୀତା ପ୍ରଥମ ଦିନରେ ୪ ଟି ଜୋନ ମଧ୍ୟରେ କ୍ରିକେଟ ପ୍ରତିଯୋଗୀତା ହୋଇଥିଲା ।
ଯୋନ୧ -(ନୂଆଗାଁ ହାଇସ୍କୁଲ ପଡିଆ )
ପ୍ରଥମ କ୍ରିଡା ପ୍ରତିଯୋଗୀତା -କ୍ରିକେଟ -
ବାବା ସିଦ୍ଧେଶ୍ଵର କ୍ରିକେଟ କ୍ଲବ ,ଗୁମୀ
ସହିତ
କୋରଡା କ୍ରିକେଟ କ୍ଲବ
ଫଳାଫଳ - କୋରଡା କ୍ରିକେଟ କ୍ଲବ
ଦିତୀୟ କ୍ରିଡା ପ୍ରତିଯୋଗୀତା -
ଏମଜିଏମ କ୍ରିକେଟ କ୍ଲବ କପଟପଲ୍ଲୀ
ସହିତ
ଏଫସିସି ନୂଆଗାଁ
ଫଳାଫଳ - ବିଜେତା - ଏଫସିସି ନୂଆଗାଁ
ଜୋନ -୨ (ସମ୍ପଡା କ୍ରିକେଟ ପଡିଆ ) -
ପ୍ରଥମ କ୍ରିଡା ପ୍ରତିଯୋଗୀତା -
ମା ସୁନ୍ଦରାପଟି କ୍ରିକେଟ ଟିମ ,ମାଈଛେଳି
ସହିତ
ପିତାବଳୀ କ୍ରିକେଟ ଟିମ ସୋରଡା
ବିଜେତା - ମା ସୁନ୍ଦରାପଟି କ୍ରିକେଟ ଟିମ ,ମାଈଛେଳି
ଦିତୀୟ କ୍ରିଡା ପ୍ରତିଯୋଗୀତା-
ମା ବାଗ୍ଦେବୀ କ୍ରିକେଟ ଟିମ ,ଶିମିଳିସାହି ,ଜକେଡା
ସହିତ
ମା ମଙ୍ଗଳା କ୍ରିକେଟ ଟିମ ,ସିକ୍ରୀଡା
ଫଳାଫଳ -ମା ମଙ୍ଗଳା କ୍ରିକେଟ ଟିମ ,ସିକ୍ରୀଡା
ଜୋନ -୩ (ମହିପୁଟ କ୍ରିକେଟ ପଡିଆ )
ପ୍ରଥମ କ୍ରିଡା ପ୍ରତିଯୋଗୀତା-
ଯୋଣେଶ କ୍ରିକେଟ ଆସୋସିଆସନ ,ବାହାଡ ଝୋଲା
ସହିତ
ବିଏଏ କ୍ଲବ ମଳିସାହି
ଫଳାଫଳ- ଯୋଣେଶ କ୍ରିକେଟ ଆସୋସିଆସନ ,ବାହାଡ ଝୋଲା
ଦିତୀୟ କ୍ରିଡା ପ୍ରତିଯୋଗୀତା-
ଚକ୍ର ବହୁତକ୍ରିକେଟ ଟିମ ,ବଡଗୋଠ
ସହିତ
ଜନଶକ୍ତି ଚାହାଳି
ଫଳାଫଳ -ଚକ୍ର ବହୁତକ୍ରିକେଟ ଟିମ ,ବଡଗୋଠ
ଜୋନ -୪ (ଡିମିରିଝରି ହାଇସ୍କୁଲ )
ପ୍ରଥମ କ୍ରିଡା ପ୍ରତିଯୋଗୀତା-
ଦୁରୁଡୁରା ସହିତ ହରିପୂର କ୍ରିକେଟ କ୍ଲବ ,ହରିପୂର
ଫଳାଫଳ -ଦୂରଦୂରା
ଦିତୀୟ କ୍ରିଡା ପ୍ରତିଯୋଗୀତା-
ବିଯୁପଟ୍ଟନାୟକ କ୍ରିକେଟ କ୍ଲବ ବେରୁଆ ବାରି
ସହିତ
ରଘୁନାଥ କ୍ରିକେଟ କ୍ଲବ ଢେକେନା
ଫାଳଫଳ -ରଘୁନାଥ କ୍ରିକେଟ କ୍ଲବ ଢେକେନା
0 Comments