ଦଶପଲ୍ଲା ସହରରେ ଗଣ ଦୌଡ

 
ନୟାଗଡ ଜିଲ୍ଲା ସତ୍ୟ ସାଇ ସେବା ଅନୁଷ୍ଠାନ, ଦଶପଲ୍ଲା ଆନୁକୂଲ୍ୟରେ ଶୁକ୍ରବାର ଦିନ ଦଶପଲ୍ଲା ସହରରେ ଏକ ଗଣ ଦୌଡ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ଯୁବ ଦିବସ ଉପଲକ୍ଷେ ଏହି ଗଣ ଦୌଡର ଆୟୋଜନ କରାଯାଇଥିଲା l ସଂଗଠନର ଶତାଧିକ ବ୍ୟକ୍ତି ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ଥିବା ପ୍ଲା କାର୍ଡ ଧରି ଦୂର୍ଗାବଜାର କଲୋନୀ ଠାରୁ ବାହାରି ତ୍ରିନାଥ ବଜାର ପର୍ଯ୍ୟନ୍ତ ପହଞ୍ଚି ଥିଲେ l ସଂଗଠନର ବରିଷ୍ଠ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ l


Post a Comment

0 Comments