ପଞ୍ଚାୟତ ସ୍ତରୀୟ କ୍ରିକେଟ ଉତ୍ସବର ଅନ୍ତିମ ଦିବସ


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଅନ୍ତିମ ଦିବସ ଆଜି ଅନୁଷ୍ଠିତ ହେବାକୁ ଯାଉଛି ଆଜି ଅନ୍ତିମ ଦିବସରେ କ୍ରିକେଟ ପ୍ରତିଯୋଗିତାରେ ନୂଆଗାଁ ସହିତ ମହୀପୁର, ଫୁଟବଲ ପ୍ରତିଯୋଗିତାରେ ମହୀପୁର ସହିତ ନୂଆଗାଁ ପ୍ରତିଯୋଗୀତା ହେବାକୁ ଯାଉଛି.

Post a Comment

0 Comments