ନୂଆଗାଁ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦଶପଲ୍ଲା - ନୟାଗଡ଼ ରାସ୍ତାର କୋରଡା ନିକଟରେ ମଙ୍ଗଳବାର ଦିନ ବାଇକ୍ ସହିତ ବାଇକ୍ ଧକ୍କା ହୋଇ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି |
ମୃତକ ଜଣ ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ପଟାମାଳର ହଜାରୀ ନାଏକ ଙ୍କ ପୁତ୍ର ଅଭିମନ୍ୟୁ ନାଏକ ବୋଲି ଜଣାପଡିଛି | ଓଡି ୨୫ ଜେ ୬୬୧୩ ସିଡି ଡିଲକ୍ସ ବାଇକ୍ ସହିତ ଓଡି ୨୫ଇ ୭୩୨୪ ଗ୍ଳାମର
ବାଇକ୍ ମୁହାମୁହିଁ ଧକ୍କା ହେବାରୁ ଏଭଳି ଘଟଣା ଘଟିଛି | ଅଗ୍ନିଶମ ବାହିନୀ ଦ୍ୱାରା ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା. ଏହି ଦୃଘଟଣା କୁ ନେଇ ନୂଆଗାଁ ଥାନାରେ ଏକ କେସ ନଂ 1/24 ରୁଜୁ ହୋଇ ଅଛି.
0 Comments