ଆଞ୍ଚଳିକ ସାମ୍ବାଦିକ ସଂଘ ନୂଆଗାଁ ନବ ବର୍ଷ ସୁଭେତ୍ସା


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ନୂଆଗାଁ ଆଜି ଅନୁଷ୍ଠାନିକ ଭାବରେ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରାଙ୍କୁ ଇଂରାଜୀ ନବ ବର୍ଷ2024ର ଅଭିନନ୍ଦନ ଜଣାଇବା ସଶିତ ଫୁଲଗୁଛ ପ୍ରଦାନ କରିଛନ୍ତି. ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ.

Post a Comment

0 Comments