ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଠାରୁ ବାହାଡଝୋଲା ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତବିବାଘ ରାସ୍ତା ନିର୍ମାଣ ପାଈଁ ଆଜି ଅନୁଷ୍ଠାନିକ ଭାବରେ ଭିତ୍ତିସ୍ପର ସ୍ଥାପନ ହୋଇଯାଇଛି. ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ବହୁ ବିଯୁଜନତା ଦଳର କର୍ମୀ ଏକତ୍ରିତ ହୋଇଥିଲେ. ମହିପୁର ଠାରୁ ବାହାଡ଼ାଝୋଲା ପର୍ଯ୍ୟନ୍ତ PWD ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ ନିମନ୍ତେ ପ୍ରାୟ ୧୧ କୋଟି ୨୪ ଲକ୍ଷ ଟଙ୍କାର ବ୍ୟୟ ବହୁଳରେ ନିର୍ମାଣ ହେବ ରାସ୍ତା । କାରଣ ବାହାଡ଼ଝୋଲା ହେଉଛି ବାଣିଜ୍ୟର ପେଣ୍ଠ ସ୍ଥଳୀ ଯାହାକି ଏହି ରାସ୍ତା ଦେଇ ପ୍ରତେକ ଦିନ ହଜାର ହଜାର ଲୋକ ଯାତାୟାତ କରନ୍ତି. ଦୀର୍ଘ ଦିନର ଆଶା ଓ ସମସ୍ୟା ଆଜି ଦୁରହୋଇଛି.ଆଜି ମହୀପୁର ବସ୍ତଷ୍ଟାଣ୍ଡ ନିକଟରେ ସ୍ଥାନୀୟ ଜନସାଧାରଣ ସରପଞ୍ଚ, ସମିତ ସଭ୍ୟସଭ୍ୟା ଏକତ୍ରିତ ହୋଇ ଏହି ମହାନ କାର୍ଯ୍ୟରେ ଯୋଗା ଦେଇ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କର ନବୀନ ପଟ୍ଟନାୟକଙ୍କ ଏହି ଜନହିତକର କାର୍ଯ୍ୟକ୍ରମ ପାଈଁ ମହୀପୁର ଓ ବାହାଡଝୋଲା ଜନସାଧାରଣ ଖୁସିବ୍ୟକ୍ତ କରିଅଛନ୍ତି. ଆଜିର ଏହି କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,୧୬ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଲସ୍ମିନ ଦାଶ, ଆତ୍ମା ଅଧକ୍ଷ ସଂଜୀବ ସାହୁ, ବିଜୁଜନତା ଦଳର ଜିଲ୍ଲା ଉପସଭାପତି ଦିଲୀପ ଦଳବେହେରା ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଥିଲେ.
0 Comments