ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକସଦର ମହକୁମାରେ ଥିବା ସେଲ ଗରୁ ମୋବାଇଲ ଦୋକାନର ଲଟେରୀ ଧମାକା ସରିଯାଇଛି । ନୂଆଗାଁ ଗଦାଧରପୁର ନିକଟରେ ଥିବା ସେଲ ଗୁରୁ ଚଳିତ ବର୍ଷ ପ୍ରଥମ କରି ଏହି ଲଟେରୀ ପ୍ରତିଯୋଗୀତା ଆରମ୍ଭ କରିଥିଲା । ନାମିଦାମି କମ୍ପାନୀର ମୋବାଇଲ କ୍ରୟ କାଲେ ଦିଆଯାଉଥିଲା ଲଟେରୀ କୁପନ । ଏହି ଲଟେରୀ ଧମକା ୩ ମାସ ହେବ ଆରମ୍ଭ କରଯାଇଥିଲା । ଚଳିତ ମାସ ୧୧ ତାରିଖ ରେ ସେସ ମେଗା ଲଟେରୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।
ବିଭିନ୍ନ ମୋବାଇଲ କମ୍ପାନୀର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଂଗ୍ରହ ହୋଇଥିବା ଲଟେରୀ କୁପନ ଉଠାଣ କାର୍ଯ୍ୟ ହୋଇଥିଲା । ଏହି ଲଟେରୀ ପ୍ରତିଯୋଗିତାରେ ୩ ଜଣ ଲଟେରୀ ଉଠିଥିଲା। ପ୍ରଥମ ପ୍ରାଇଜ ଫ୍ରିଜ ଜିତିଥିଲେ ବିଜୟ ଗୋଛାୟତ ଗ୍ରାମ ସମ୍ପଡା ,ଦିତୀୟ ପ୍ରାଇଜ ଏଲସିଡି ଟିଭି ଜିତିଥିଲେ ବିଜୟ ଖଟୁଆ ଗ୍ରାମ ଶିଖରଗୋଛା ,ତୃତୀୟ ପ୍ରାଇଜ ରଜନୀ ଗୁରୁ ଗ୍ରାମ କରଡାପଲ୍ଲୀ । ଏହିପରି ପ୍ରତିବର୍ଷ ଏ ଲଟେରୀ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ । ସେଲ ଗୁରୁ ମୋବାଇଲ ସପ ଓନର ଦେବାନନ୍ଦ ପରିଡା ସୂଚନା ଦେଇ ଅଛନ୍ତି । ସେଲ ଗୁରୁ ମୋବାଇଲ ସପ ମଧ୍ୟରେ ନାମିଦାମି କମ୍ପାନୀର ମୋବାଇଲ ସହିତ ଆସୋସିରିଜ ଉପଲବଧ ରହି ଅଛି ।
0 Comments