ମୁଦ୍ରା ରକ୍ସଚେଞ୍ଜ କାର୍ଯ୍ୟକ୍ରମ

 


ନୂଆଗାଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଅନୁ ଯାଇ ସ୍ଥାନୀୟ ଇଣ୍ଡିଆନ ଓଭରସିରିଜ ବ୍ୟାଙ୍କ ଆନୁକୂଲ୍ୟରେ ମୁଦ୍ରା ବଦଳ କାର୍ଯ୍ୟକ୍ରମ ନୂଆଗାଁ ଗାଁ ପୀତବଳି ମାର୍କେଟ କମ୍ପ୍ଲେକ୍ସ ଭିତରେ ଅନୁଷ୍ଠିତ ହୋଇଯାଇଛି. ସମୁଦାୟ କାଗଜ ଚିରା, ଫଟା ଏବଂ କଏନ ମୁଦ୍ରା ସମୁଦାୟ 15ହଜାର ବଦଳ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ନୂଆଗାଁ ଓଭରସିରିଜ ବ୍ୟାଙ୍କ ମ୍ୟାନେଜର ମାଧବ ନନ୍ଦ ସ୍ୱାଇଁ, ସହକାରୀ ମ୍ୟାନେଜର ଦେବାଶିଷ ରାଉତ ସମେତ ସହଯୋଗରେ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ

Post a Comment

0 Comments