ମହିପୁର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ନବୀନ ଓଡିଶା କ୍ରିଡା ,ସାଙ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି

 


ନୟାଗଡ ଜିଲ୍ଲା ମହିପୁର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଆଜି ନବୀନ ଓଡିଶା କ୍ରିଡା ,ସାଙ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ  ଉଦଯାପିତ ହୋଇଯାଇଛି ।  ଉକ୍ତ କାର୍ଯ୍ୟ କ୍ରମଟି  ବିଦ୍ୟାଳୟର ଅଧକ୍ଷ ନିରଞ୍ଜନ ଦାଶ ଙ୍କ ତତ୍ବାବଧାନରେ ଆରମ୍ଭ ହୋଇଥିଲେ ।ମୁଖ୍ୟ ଅତିଥି ଭାବରେ ଏସିଏଫ ଅମ୍ରିତ କୁମାର ସାହୁ ମହିପୁର ,ସଂମ୍ମାନିତ ଅତିଥି ଓଡିଶା ଗ୍ରାମୟା ବାଙ୍କ ମନେଜର ,ଅତିଥି ଭାବରେ ଅବସର ପ୍ରାପତ ଶିକ୍ଷକ ଦୁର୍ଜ୍ୟାଧନ ବିଶୋଇ ,ପ୍ରହଲାଦ ଶାନ୍ତ ,ଶ୍ରୀଧର ଦାସ ,ଗଦାଧର ନନ୍ଦ ,ବିଦ୍ୟାଳୟ କମିଟି ସଭାପତି ସୁଦର୍ଶନ ଶେଠୀ ,ଆଲୁମିନି କମିଟି ସଦସ୍ୟ ଧୀରେନ୍ଦ୍ର କୁମାର ସାହୁ   ସହିତ ଅଞ୍ଚଳ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।   ନବୀନ ଓଡିଶା କ୍ରିଡା ,ସଙ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ  ଉଦଯାପିତ ଉସ୍ଚ୍ଚାବରେ କ୍ରିଡା ପ୍ରତିଯୋଗୀତା ,ସଙ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମରେ ଉତିର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ହୋଇଥିଲା । 




ପୂର୍ବତନ ଛାତ୍ରଙ୍କ ଦ୍ଵାରା ଅବସରପ୍ରାପ୍ତ ଶିକ୍ଷକଙ୍କ ଉଦେଶ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା । 


Post a Comment

0 Comments