ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଜେପି ର ପରିମଲ ଅଭିଯାନ


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ପରିସରରେ ବିଜେପି ଦଳ ଅନୁକୂଲ୍ୟରେ ପରିମଲ ଅଭିଯାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ମହିପୁର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟାଳୟ ଓ ଅଧକ୍ଷ୍ୟା ନିରଞ୍ଜନ ଦାସ ,ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଦେବିପ୍ରସାଦ ପ୍ରଧାନ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟ କ୍ରମ ଟି ନୂଆଗାଁ ବ୍ଲକ ବିଜେପି ସଭାପତି ରତ୍ନାକର ପ୍ରଧାନଙ୍କ ତତ୍ବାବଧାନର ଅନୁଷ୍ଠିତ ହୋଇଥିଲା ।

Post a Comment

0 Comments