ଇଂରାଜୀ ସଂସ୍କରଣ ଉନ୍ମୋଚନ ଦଶପଲ୍ଲା ଇତିହାସ’ ପୁସ୍ତିକା

 

ନୟାଗଡ ଜିଲ୍ଲାର ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ରାଜବାଟି ଠାରେ ଦଶପଲ୍ଲା ଇତିହାସ’ ପୁସ୍ତିକାର ଇଂରାଜୀ ସଂସ୍କରଣ ଉନ୍ମୋଚନ  ହୋଇଯାଇଛି l ଦଶପଲ୍ଲାର ରାଜବଂଶର ଦାୟାଦ ଦିଗ୍‌ବିଜୟ ଚନ୍ଦ୍ର ଦେଓଭ୍ରଂଜଙ୍କ ଦ୍ବାରା ଏହା ଉନ୍ମୋଚିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ‘ଦଶପଲ୍ଲା ଇତିହାସ’ ପୁସ୍ତିକାର ରଚନାକାର ହେଉଛନ୍ତି ନିଳମଣୀ ବିଶୋଇ। ସେ ତତ୍କାଳୀନ ଦଶପଲ୍ଲା ଗଡଜାତର ସହକାରୀ ଦେଓ୍ବାନ ଥିବାବେଳେ ୧୯୪୦ ମସିହାରେ ରଚନା କରିଥିଲେ । ଏହାର ପ୍ରକାଶକ ଥିଲେ ବିକେ କର ଥିବା ବେଳେ ଏବେ ଏହି ପୁସ୍ତିକାର ଇଂରାଜୀ ଅନୁବାଦ କରିଛନ୍ତି ବିଶିଷ୍ଟ ଗାଳ୍ପିକ ହାଡିବନ୍ଧୁ ମହାଖୁଡା l ଦଶପଲ୍ଲା ପୁସ୍ତିକାଟି ଦଶପଲ୍ଲାର ରାଜା ଭାବରେ ପରିଚିତ ଶ୍ରୀ ଦିଗ୍‌ବିଜୟ। 



Post a Comment

0 Comments