ନୟାଗଡ ଜିଲ୍ଲା{ ଦଶପଲ୍ଲା ) ଗୁରୁଵାର ଦଶପଲ୍ଲା ବ୍ଲକର ଭୋଗଵାଡି ଏବଂ ସରିଗଣ୍ଡା ପଂଚାୟତର ବିଭିନ୍ନ ଅଂଚଳରେ ପରି ଭ୍ରମଣ କରିଥିଲା ବିକଶିତ ଭାରତ ରଥ,, କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଜନହିତକର ଯୋଜନାଗୁଡ଼ିକ ତୃଣମଳୂଳସ୍ତରେ ଜନଜାଗରଣ ନିମନ୍ତେ ବିକଶିତ ଭାରତ ରତ ରଥ ଦଶପଲାରେ ପରିଭ୍ରମଣ କରୁଛି ,ଏହି ଜନସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣଚନ୍ଦ୍ର ନାୟକ, ବିଡିଓ ସଞ୍ଜୟ ଆଚାର୍ଯ୍ୟ, ବ୍ଲକ ସହକାରୀ ଯନ୍ତ୍ରୀ ଆଦିତ୍ୟ କୁମାର ଜେନା,, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରା, ଵାଣିଗୋଛା ମଣ୍ଡଳର ଭା ଜ ପା କର୍ମକର୍ତ୍ତା ସମେତ ପଂଚାୟତ ର ସରପଞ୍ଚ,ସମିତି ସଭ୍ୟ ସମେତ ବହୁ ଜନସାଧାରଣ ଯୋଗଦାନ କରିଥିଵା ଜଣାଯାଇଛି , କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନ ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି, ,
0 Comments