ମା ସୁଲୁକୁଟୀଙ୍କ ଵାଷିକ ଉତ୍ସବ,

 


ନୟାଗଡ ଦଶପଲ୍ଲା ଦୁର୍ଗା ବଜାର କଲୋନୀ ପରିସରରେ ଥିବା ମା ସୁଲୁକୁଟୀଙ୍କ ଵାଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ,ଏହି ଉପଲକ୍ଷେ ଶୁକ୍ରବାର ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା , ସାତପାଟଣାସ୍ଥ କୁଆଁ ରିଆ ନଦୀତଟରୁ ଵହୁ ମହିଳା ଏବଂ ପୁରୁଷ କଳସରେ ଜଳଧରି ଶୋଭାଯାତ୍ରା ରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ , ସେଠାରେ ୩ ଦିନବ୍ୟାପୀ ହୋମ ଯଜ୍ଞ ନାମ ସଂକୀର୍ତ୍ତନ ସହ ଭଜନ ସମାରୋହ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

ଶନିବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଵହୁ ଭକ୍ତ ଙ୍କ ସମାଗମ ହୋଇଥିଲା,

Post a Comment

0 Comments