ଗଜସାଥୀ ପ୍ରଶିକ୍ଷଣ ଶିବିର

 


ଗଜସାଥୀ ପ୍ରଶିକ୍ଷଣ ଶିବିର
ନୟାଗଡ଼ ଜିଲ୍ଲା ସଂପଡା ମେଗା ନର୍ସରୀ ମଧ୍ୟରେ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ୟରେ ଶିବିର ଅନୁଷ୍ଠିତ ହୋଇଯାଛି .ଜଙ୍ଗଲ ମଧ୍ୟରେ ହାତୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥାଏ. ଚଳିତ ବର୍ଷ ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସୌଜନ୍ୟ ରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ପ୍ରଶିକ୍ଷଣ ଶିବିରରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଫଲଗୁନି ସାରଥୀ ମଲିକ ଏବଂ ନୟାଗଡ଼ ବନ ଅଧିକାରୀ ଶ୍ରୀମତୀ କ୍ଷମା ଷଢଙ୍ଗୀ ଏବଂ ଉଭୟ ବନଖଣ୍ଡର ଏସି ଏଫ୍ ସମେତ ରେଞ୍ଜର, ଫରେଷ୍ଟ,ଗାର୍ଡ ଉପସ୍ଥିତ ରହିଥିଲେ ତତ୍ ସହିତ ୨ ଶହ ସଂଖ୍ୟକ ଗଜସାଥୀ ବିଭିନ୍ନ ଭିଏସ ରୁ ଉପସ୍ଥିତ ରହିଥିଲେ. ଏହି ପ୍ରଶିକ୍ଷଣ ଶିବିରର ମୁଖ୍ୟ ଆଭିମୁଖ୍ୟ ଥିଲା , ହାତୀ ମାନଙ୍କର ଗତିବିଧି ଲକ୍ଷ କରିବା ଏବଂ ହାତୀ ମାନଙ୍କର ସୁରକ୍ଷା ଦେବା ସହ ଜଙ୍ଗଲ ସୁରକ୍ଷା କରିଵା ,

Post a Comment

0 Comments