ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଗ୍ନିଶମ ବିଭାଗ ପଛପାଖରୁ ଏକ ବିଲୁଆକୁ ବନବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ସୂଚନା ମୁତାବକ ଗତକାଲି ରାତିରେ ଏକ ଜଙ୍ଗଲୀ ବିଲୁଆ କୋରଡ଼ା ଗ୍ରାମର ରଘୁନାଥ ନୟାକଙ୍କ କୂଅରେ ପଡ଼ି ଯାଇଥିଲା. ଏ ଖବର ବନବିଭାଗ ଓ ଅଗ୍ନିଶମ ବାହିନୀ ପାଇବା ପରେ ଘଟଣା ସ୍ଥଳରେ ପହଂଚି କୂଅରୁ ବିଲୁଆକୁ ଉଦ୍ଧାର କରିଥିଲେ. ଘଟଣା ସ୍ଥଳରେ ବନପାଳ ମୀନକେତନ ନାୟକ ମହୀତମା ଓ ବନକର୍ମୀ ଉପସ୍ଥିତ ରହିଥିଲେ.
0 Comments