ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲଙ୍କ ଦେହାନ୍ତ

 


ଆଉ ଆମ ଗହଣରେ ନାହାନ୍ତି ନୂଆଗାଁ ବ୍ଲକର ବିଜୁ ଜନତା ଦଳର ଜଣେ ଦକ୍ଷ ସାଙ୍ଗଠନିକ ,ପୂର୍ବତନ ଅଧ୍ୟକ୍ଷ ଏବଂ ବର୍ତ୍ତମାନ ନୂଆଗାଁ ବ୍ଲକର କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍ । ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଆଜି ସନ୍ଧ୍ୟା ୮ ଘଟିକା ସମୟରେ ଦେହାନ୍ତ। 

Post a Comment

0 Comments