ନୂଆଗାଁ ବ୍ଲକ ପରିସରରେ ଦୃତ ଗତିରେ ଆଗେଇ ଚାଲିଛି ମିସନ ଶକ୍ତି କାଫେ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ମିଶନ ଶକ୍ତି କାଫେ ଦୃତ ଗତିରେ ଆଗେଇ ଚାଲିଛି । ବାରମ୍ବାର ଅଭିଯୋଗ ହେଉଥିଲାକି ମିଶନ ଶକ୍ତି କାଫେ କଣ ପାଇଁ ହେଉନାହିଁ । ଛୁଟି ଦିନରେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସାଚିଦାନନ୍ଦ ମିଶ୍ର ୨ ଦିନ ସରକାରୀ ଛୁଟି ଥିଲେମଧ୍ୟ ବିଭାଗୀୟ ଯନ୍ତ୍ରି ଓ ଠିକଦରଙ୍କୁ କାଫେ ନିର୍ମାଣ କାର୍ଯ୍ୟରେ ନିଜେ ଉପସ୍ଥିତ ରହି ଦୃତ ଗତିରେ ଗୃହ କାର୍ଯ୍ୟ ଚାଲିଥିବାର ସୂଚନା ମିଳିଛି । ସରକାରଙ୍କ କଡା ନିର୍ଦେଶ ବ୍ଲକ ପରିସରରେ ଶୀଘ୍ର ମିଶନ ଶକ୍ତି ଜଫେ ଆରମ୍ଭ ହେଉ ।


ସେଥିପାଇଁ କୃଷି ବିଭାଗ ଅଧୀନରେ ଥିବା ଏକ ଘର ଦୀର୍ଘ ଦିନ ବନ୍ଦ ହୋଇରହିଥିଲା  ସେହି ଗୃହକୁ ନୂତନ ସଇଳିରେ ରୂପ ଦେଇ ମିଶନ ଶକ୍ତି କାଫେ ନିର୍ମାଣ କରାଯିବ । ଯାହା କୁକୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ସେମାନେ ମିଶନ ଶକ୍ତି କାଫେ ମାଧ୍ୟମରେ ସମସ୍ତ ମଣ୍ଡିଆରେ ନିର୍ମିତ ସମସ୍ତ ଖାଦ୍ଯ ସାମଗ୍ରୀ ସହିତ ସ୍ୱଳ୍ପ ମୂଲ୍ଯରେ ରେ ଅନ୍ଯାନ୍ଯ ସୁସ୍ଵାଦୁ  ରନ୍ଧା ଖାଦ୍ଯ ସାମଗ୍ରୀ  ବିକ୍ରିକରି ସ୍ଵବଲମ୍ବି ହୋଇପାରିବେ ।

Post a Comment

0 Comments