ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଜକେଡା ପଞ୍ଚାଯତ ମଧ୍ୟରେ ଥିବା ଆଶ୍ରମ ବିଦ୍ୟାଳୟ ଜକେଡା ମଧ୍ୟରେ ଅଭିଭାବକ ଆମ ଅଂଶୀଦାର ସମାବେଶ ଅନୁଷ୍ଠିଥୋଇଯାଇଛି । ନୂଆଗାଁ ବ୍ଲକ ଆଉନ୍ନୟନ ଅଧିକାରୀ ସଚିଡା ନନ୍ଦ ମିଶ୍ର ମୁଖ୍ୟ ଅତିଥିଭାବରେ ଯୋଗାଡଥିଲେ । ଅତିଥି ଭାବରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ "ଅଭିଭାବକ ଆମ ଅଂଶୀଦାର" ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା, ଶିକ୍ଷକ ,ଛାତ୍ର ଛାତ୍ରୀ ,ଅଭିଭାବକ କଙ୍କ ମଧ୍ୟରେ ସମନୋୟ ରହିପାରିବ । ଟାଟା ସହିତ ବିଦ୍ୟାଳୟ ମଧ୍ୟରେ ଆଧାରିତ ସମସ୍ତ କାର୍ଯ୍ୟ ସଠିକ ଭାବରେ ବିଦ୍ୟାର୍ଥୀ ଓ ଅଭିଭାବକ ଜାଣିପାରିବେ ସେ ସମସ୍ତ ବିଷୟରେ ସମାବେଶରେ ଆଲୋଚନା ହୋଇଥିଲା । ଶିକ୍ଷା ,ସ୍ୱାସ୍ଥ୍ୟ ସହିତ ପ୍ରତେକ ବିଭାଗର ସଚନତାମୂଳକ କାର୍ଯ୍ୟ କରଯାଇଥିଲା ।
ଜୋରତିମୟୀ ଅଗରବତୀ ଉତ୍ପଦକ ଗୋଷ୍ଠୀ ,କୋରଡା ,ଅଙ୍ଗନାବାଡି କର୍ମୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସୁଷମ ଖାଦ୍ଯ ପରିବେଷଣ କରଯାଇଥିଲା । ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ପଣ୍ଡା କାର୍ଯ୍ୟ କ୍ରମକୁ ସଫଳ ଭ୍ବାରେ ପରିଚାଳନା କରି ଥିଲେ । ବିଜୟ ଭାସ୍କର ପଢି ,ମୋନାଲିସାରାଉତ ,ମଧୁସ୍ମିତ ପ୍ରଧାନ ସମସ୍ତ ଶିକ୍ଷକ ଶିକ୍ଷତ୍ରି ,ଅଭିଭାବକ ଯୋଗଦେଇଥିଲେ ।
0 Comments