ବାଇକ ଚକା ଫଟି ଜାତୀୟ ରାଜପଥ ନ॰୫୭ ଭାତରଙ୍କା ନିକଟରେ ଦୃଘଟଣା

 



ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ନ୫୭ଭାତରଙ୍କା ନିକଟରେ ଘଟିଛି ମର୍ମତୁଦ ସଡକ ଦୃଘଟଣା । ସୂଚନା ମୁତବକ ଦଶପଲ୍ଲା ରୁ ନୟାଗଡ ଅଭିମୁଖେ ଏକ ପଲ୍ସର ବାଇକ ଯାଉଥିବା ବେଳେ ବାଇକର ଚକା ଫାଟିଯିବା ଦ୍ଵାରା ରାଜପଥ ୫୭ ଭାତରଙ୍କା ନିକଟରେ ଦୃଘଟଣା ଘଟିଥିଲା । ନୂଆଗାଁ ଅଗ୍ନି ସମ ବିଭାଗ ଖବର ପାଇ ଉପଯୁକ୍ତ ସମୟରେ ଦୃଘଟଣା ସ୍ଥଳରେ ପହଞ୍ଚି ବାଇକ ଚାଳକକକୁ ନୟାଗଡ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେ ବାଇକ ଚାଳକ ହେଲେ ସୁଶାନ୍ତ ସାହୁ ,ଗ୍ରାମ ଫୁଲବାଣୀ । ନୂଆଗାଁ ଅଗ୍ନିସମ ବିଭାଗ ଏହି ସୂଚନା ଦେଇ ଅଛନ୍ତି ।

Post a Comment

0 Comments