ରାଇପୁର ସମବାୟ ସମିତି ଲିଃ ର ସମସ୍ତ ନିର୍ଦ୍ଧେଶକ ଓ ସଭାପତିଙ୍କ ବୈଠକ ରେ ଯୋଗଦେଲେ ବିଧାୟକ

 


ନୟାଗଡ ଜିଲ୍ଲା ନୂଆଗାଁ ବଳ୍କ ଚାହାଳି ପଂଚାୟତ ଅନ୍ତର ଗତ ରାଇପୁର ସମବାୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ରମେଶ ଚନ୍ଦ୍ର ବେହେରା ଏହି ବୈଠକରେ ଅଗଦେଇଥିଲେ । ରାଇପୁର ସମବାୟ ସମିତିର ସଭାପତି ପ୍ରେମାନନ୍ଦ ବେହେରାଙ୍କ ସମେତ ୧୪ ଜଣ ଡ଼ିରେକ୍ଟର ଉପସ୍ଥିତ ରହିଥିଲେ । କିହାଳି ଭାବରେ ରାଇପୁର ସମବାୟ ସମିତିର ଉନ୍ନତି କରାଯିବ ସେ ନେଇ ଆଲୋଚନା  କରାଯାଇଥିଲା ।


ବିଶେଷ ଭାବରେ ଏକ ଗୋଦାମ ଘର ସିଗ୍ର କରାଯିବା ପାଇଁ ଆଲୋଚନା କରଯାଇଥିଲା । ଆଜିର ଅହି ବୈଠକରେ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ସଂକର୍ଷଣ ବେହେରା ,ଆତ୍ମା ଅଧକ୍ଷ୍ୟା ସଂଜୀବ ସାହୁ ,୧୭ ଜିଲ୍ଲାପରିସଦଙ୍କ ପ୍ରତିନିଧି ଦିଲୀପଦଳ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 

Post a Comment

0 Comments