ବଜ୍ରପାତ ରେ ଜଗନ୍ନାଥ ମନ୍ଦିର ଦଧିନଉତି ଖଣ୍ଡ ବିଖଣ୍ଡିତ
ନୟାଗଡ ବ୍ଲକ ଅନ୍ତର୍ଗତ ନୋତ୍ତର ଗ୍ରାମପଞ୍ଚାୟତ ବଉଳିସାହି ଗ୍ରାମରେ ଦେଖିବାକୁମିଳିଛି ଏକ ଅଘଟଣ,ବଉଳି ସାହି ଜଗନ୍ନାଥ ମନ୍ଦିରକୁ ବଜ୍ରପାତ ମାରିବାରୁ ଦଧି ନଉତି ଭାଙ୍ଗି ଖଣ୍ଡ ବିଖଣ୍ଡିତ ହୋଇଛି ଏହା ଦ୍ୱାରା ଗ୍ରାମରେ ଭୟ ର ବାତାବରଣ ଦେଖା ଦେଇଛି, ମନ୍ଦିର ଅବସ୍ଥା ଅତି ଶୋଚନୀୟ ହୋଇଛି, ଏଥିରେ କାହାର କୌଣସି କ୍ଷତିହୋଇ ନଥିବା ସୂଚନା ମିଳିଛି
0 Comments