ନୟାଗଡ ଜିଲ୍ଲା (ନୂଆଗାଁ )ଓଡିଶା ଆଦର୍ଶ ବିଦ୍ୟାଳୟ ନୂଆଗାଁ
ସଦର ମହକୁମା ମଧ୍ୟରେ ଆଜି ନବମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧକ୍ଷ୍ୟ
ପ୍ରଶାନ୍ତ କୁମାର ସାହୁଙ୍କ ସଭାପତି ତ୍ବରେ ସଭାର ଆୟୋଜନ ହୋଇଥିଲା । ଆଜିର ସଭାରେ ମୁଖ୍ୟ ଅତିଥି
ଭାବେ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର ଯୋଦେଇଥିଲେ । ତତ ସହିତ ନୂଆଗାଁ ତହସିଲ
ଦାର ହେମନ୍ତ କୁମାର ନାୟକ ,ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ଯୋଦେଇଥିଲେ
। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ
ଓ ଅତିଥିମାନେ ପୁରସ୍କାର ବଣ୍ଟନ କରଯାଇଥିଲା । ସଭା ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଙ୍କୃତିକ
କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।
0 Comments