ଦାସିଆଅଜା ଙ୍କ ୨୬ ତମ ଶ୍ରାଦ୍ଧ ଦିବସ

 



ନୟାଗଡ ପୂଜ୍ୟପୂଜା କମିଟି, ସିଭିଲ ସୋସାଇଟି, ରୋଟାରି କ୍ଲବ, ଇନର ହୁଇଲ୍, ତେଜସ୍ଵିନୀ, ନୟାଗଡ଼ କ୍ଲବ ଓ ସାମ୍ବାଦିକ ବନ୍ଧୁମାନଙ୍କର ଓଡିଶା ପାଠାଗାର ଆନ୍ଦୋଳନର ମୂଖ୍ୟ ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ପ୍ରତିମୂର୍ତ୍ତି ନିକଟରେୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

Post a Comment

0 Comments