ମୀନକେତନ ମେମୋରିଆଲ ଡିଗ୍ରୀ କଲେଜ ମଧ୍ୟରେ ସ୍ୱର୍ଗତ ଦାଶରଥି ପଟନାୟକଙ୍କ 26ତମ ଶ୍ରାଦ୍ଧଦିବସ

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଜଗନ୍ନାଥପ୍ରସାଦ ଗ୍ରାମରେ ଥିବା ମୀନକେତନ ମେମୋରିଆଲ ଡିଗ୍ରୀ କଲେଜ ମଧ୍ୟରେ ଦାଶରଥି ପଟନାୟକଙ୍କ 26ତମ ଶ୍ରାଦ୍ଧଦିବସ ଅନୁଷ୍ଠିତ ହୋଇଯାଇଛି. ଆଜିର ଏହି ସଭାରେ କଲେଜର ପ୍ରତିଷ୍ଠାତା ଲଷ୍ମୀନାରାୟଣ ପଟନାୟକଣଙ୍କ ତାଥା ସ୍ବର୍ଗତ ଦାସିଆ ଅଜାଙ୍କ ନାତି ଉପସ୍ଥିତ ରହିଥିଲେ.ଦାସିଆ ଅଜାଙ୍କ ସହିତ ମିଶିବାର ନିଜସ୍ୱ ଅନୁଭୂତି କୁ ଛାତ୍ର ଛାତ୍ରୀଙ୍କୁ କହିଥିଲେ. ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମସ୍ୟାରେ ଛୁଟି କିଭଳି ଅଜାଙ୍କ ସହିତ ସଂଗ୍ରାଲୟରେ ସମୟ ବିତାଇ ଥିଲେ ସେବିଷୟରେ ଛାତ୍ର ଛାତ୍ରୀଙ୍କୁ କହୁଥିଲେ. କଲେଜ ଅଧକ୍ଷ ପଦ୍ମଚରଣ ସାହୁ ନିଜସ୍ୱ ଅନୁଭୂତି ମଧ୍ୟ କହିଥିଲେ. କଲେଜର ଓଡ଼ିଆ ଅଧ୍ୟାପକ ଚିନ୍ମୟ ପ୍ରଧାନ କିଭଳି ଦାଶରଥି ପଟନାୟକଙ୍କ ସଂଗ୍ରାଳୟ ସହିତ ଜଡିତ ଅଛନ୍ତି ତାହାକୁ ବାଖ୍ୟା କରିବା ସହିତ ଦାସିଆ ଅଜାଙ୍କ ଜୀବନ ବୃତାନ୍ତ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଜିଲେ.

Post a Comment

0 Comments