ନୂଆଗାଁ ବନ ପାହାଡ ଘେରା ଉଦୟପୁର ଗାଁ ଓଡିଶାର ପ୍ରକ୍ଷାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଆଜ )ଙ୍କ ଦ୍ଵାରା ପ୍ରତିଷ୍ଠିତ ବିଶ୍ଵ ପ୍ରସିଦ୍ଧ ପାଠାଗାର ଓ ସଂଗ୍ରହଳୟକୁ ପରିଦର୍ଶନ କରି ଆଶ୍ଚର୍ଯ୍ୟ ପ୍ରକଟ କାଲେ (DRDO)କୋଚି କେରଲର ପୂର୍ବତନ ବୈଜ୍ଞାନିକ ସୋମନାଥ ଚକ୍ର ବର୍ତୀ ଓ ପରିବାର ବର୍ଗ। ଦାସିଆ ଅଜାଙ୍କ ଅସାଧାରଣ ପରିକଳ୍ପନା ଓ ଅଲୌକିକ ସାଧନାକୁ ବୈଜ୍ଞାନିକ ସୋମନାଥ ଚକ୍ରବର୍ତୀ ବାରମ୍ବାର ପ୍ରଣିପାତ କରିଥିଲେ ।
ତତ ସହିତ ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଅଜାଙ୍କ ଅମ୍ଳାନ ସ୍ମୃତିକୁ ବିଶ୍ଵ ବିଦିତ କରିବା ପାଇଁ ସରକାରଙ୍କ ଉଦାସୀନତା ଦେଖି ବୈଜ୍ଞାନିକ ସୋମନାଥ ଅତ୍ଯନ୍ତ ଦୁଖ ପ୍ରକାଶ କରିଥିଲେ । ଦାସିଆ ଅଜାଙ୍କ ସଂଘର୍ଷ ମୟ ଜୀବନ ଓ ସାଧନା ସମ୍ପର୍କରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ ।
0 Comments