ନୂଆଗାଁ ବ୍ଲକ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟରେ ଯୋଗଦେଲେ ବିଧାୟକ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ବିଭିନ୍ନ ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗଦେଇଛନ୍ତି ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ମିଳିଥିବା ସୂଚନା ଅନୁସାରେ ମହିପୁର ପଞ୍ଚାୟତ ଅନ୍ତର୍ଗତ କମଳାପାଟଣା ଗ୍ରାମର  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ,



ନନ୍ଦିଘୋଷପୁର ଗ୍ରାମର  ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା , ଡିମିରିଝରି ଆଞ୍ଚଳିକ ହାଇ ସ୍କୁଲ୍ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖତତ କରିବା ସହିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ନୂଆତନ ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସଚବ  ଧନ୍ଦାମୂଳକ ଶିକ୍ଷାର ଆପାରେଲ୍ ବିଭାଗର ଲାବ୍ରୋଟୋରୀ ଶୁଭ ଉଦ୍ଘାଟନ ରେ ଯୋଗଦେଇଅଛନ୍ତି ମାନ୍ୟବର ବିଧ୍ୟକ ଦଶପଲ୍ଲା

Post a Comment

0 Comments