ନୂତନ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ଯୋଗଦାନ



ନୂଆଗାଁ :  ବହୁଦିନ ଧରି ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ  ବ୍ଲକ୍ ଶିକ୍ଷା ଅଧିକାରୀ ନଥିଲେ।ଦୀର୍ଘ ଦିନ ପରେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ନୂତନ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଛନ୍ତି।ଏହା ପୂର୍ବରୁ ସେ ଗଣିଆ ବ୍ଲକରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।ନୂତନ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ନୂଆଗାଁ  ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ରେ ଯୋଗଦାନ ପରେ ବିଭିନ୍ନ ସଙ୍ଗଠନ ତରଫରୁ     ଶୁଭେଛା ପ୍ରଦାନ  କରାଯଇଥିଲା।

Post a Comment

0 Comments