ଅଛୁ ପଡା ନିକଟରେ ଦୁର୍ଘଟଣା ,ଚାଳକ ଗୁରୁତର


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଯାଇତୀୟ ରାଜପଥ ୫୭ ଅଛୁପଡା ଛକ ନିକଟରେ ଘଟିଛି ଦୃଘଟଣା । ସୂଚନା ମୁତବକ ଆଜି ସକଳ ଭୋର ସମୟରେ ଆଇଚର ଟ୍ରକ (MH-40BL-1451ଭୁବନେଶ୍ବର ରୁ ରାଇପୁର ଅଭୁମୁଖେ ଯାଉଥିବା ସମୟରେ ପଥରଶଙ୍ଖ ବାଙ୍କ ରେ ଅଖିଳଖିଯିବା ଦ୍ଵାରା ଟ୍ରକ ଟି ଭରଶ୍ୟାମ ହରାଇ ଡାହାଣ ପାର୍ଶ୍ଵରେ ଥିବା ଗଛରେ ଧକା ଦେଇଥିଲା । ଯଦ୍ୱାରା ଟ୍ରାକଟୀର ସମୁଖ ଭାଗ ଗଛରେ ଧକା ଦେବଦ୍ଵାର ସଂପୂର୍ଣ୍ଣ ଭାଙ୍ଗିଯାଇଛି । ସେଥିରେ ଥିବା ଗାଡିଚାକ ଗୁରୁତର ହୋଇପିଚି । ଖବର ପାଇ ନୂଆଗାଁ ଅଗ୍ନିସମ ବାହିନୀ ଘରଣା ସ୍ଥଳରେ ପହଞ୍ଚି ଗାଡିଚାଳକଙ୍କୁ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ଗାଡିଚାଳକ ହେଲେ ଶୁଖିନ୍ଦର ସିଂ । ସେ ମହାରାଷ୍ଟ୍ରର ବଳଦୀପରସଦନଗର ବୋଲି ସୂଚନା ମିଳିଛି । ଖବର  ପାଇ ନୂଆଗାଁ ପୋଲିସ ଘାଟଣା ସ୍ଥଳରେ ଉପସ୍ଥିତ ରହିଅଛି ।


Post a Comment

0 Comments