ପ୍ରାଣୀପାଳନ ବିକାଶ ବିଭାଗ ୨୦୨୩-୨୪ ଆର୍ଥିକବର୍ଷର ପାଇଁ ବିଭିନ୍ନ ଯୋଜନାରେ ୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ଠାରେ ପ୍ରାଣୀ ପାଳନ ବିକାଶ ବିଭାଗ ରାଜ୍ୟ ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷର ବିଭିନ୍ନ ଯୋଜନାରେ ୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବା ଅବସରରେ ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । ସୂଚନା ମୁତବକ ,କୋରଡ ,ସୋରଡା ,ଢେକେଣା ବାହାଦ୍ଝୋଳ ,ମାଈଛେଳି ,ପରାଢିପି ,ସିକ୍ରୀଡା,ମଳିସାହି ,ମହିପୁର ପଂଚାୟତ ର ୨୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରଯାଇଥିଲା । ବିଭିନ୍ନ ଯୋଜଯନା ପାଇଁ ହିତାଧିକାରୀ ମାନେ ଆବେଦନ କରିଥିଲେ । ସେ ୨୫ ଜଣ ହିରଧିକାରୀଙ୍କୁ   ୫୦୦ ବ୍ରୟଲର ଫାର୍ମିଙ୍ଗ ଓ ୧୦+୧ ରେ ୪ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଜିର କାର୍ଯ୍ୟ କ୍ରମରେ ମାନ୍ୟବର ବିଧାୟକଙ୍କ ସମେତ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା , ବିଭିଓ ସୁବାଶିଷ ମହାପାତ୍ର ଉପସ୍ଥିତ ରହିଥିଲେ ।


Post a Comment

0 Comments