ନୟାଗଡ ଜିଲ୍ଲା (ନୂଆଗାଁ ବ୍ଲକ ) ସ୍ବାଧିନତାର ୭୭ ବର୍ଷ ପୁର୍ତି ଅବସରରେ ଅଜାଦିକି ଅମୃତ ମହୋଶ୍ଚାବ Meri Miti Meri Desh ମାଧ୍ୟମରେ ନୂଆଗାଁ ବ୍ଲକର ୨୨ ଗୋଟି ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇ ଅଛି। ଭାରତ ର ସ୍ଵାଧୀନତା ଆନ୍ଦୋଳନରେ ନୂଆଗାଁ ବ୍ଲକର ବହୁ ସ୍ଵାଧୀନତା ସଂଗ୍ରାମୀ ସଦୀଦ ହୋଇଥିଲେ ।କୁସୁବିଡା ଗ୍ରାମର କଷ୍ଟି ଡାକୁଆ ଓ ସହିଦ ଗ୍ରାମ ଥୁବରୀର ପବିତ୍ର ସହିଦ ମାଟି ସହିତ ନୂଆଗାଁ ବ୍ଲକ ର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରାଯାଇ ନୂଆଗାଁ ବ୍ଲକ ମଧ୍ୟରେ ବିଡିଓ ସଚିଦାନନ୍ଦ ମିଶ୍ର ଉପସ୍ଥିତିରେ ଏକ ପିତଳ କଳସରେ ମାଟି ସଂଗ୍ରହ କରାଯାଇ ପୂଜା ଅର୍ଚନା କରି କେନ୍ଦ୍ର ସରକାରଙ୍କୁ ପଠା ଯାଇଥିଲା । ନୂଆଗାଁ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ନିଖିଲ ଓଡିଶା ଜବ କାର୍ଡ ଧରି କଲ୍ଯାଣ ସଂଘ ଆନୁକୁଲ୍ୟାଣ ରବିନାରାୟନ ଦାସ ଅଧକ୍ଷତାରେ.
0 Comments